Websites

Binay Mohapatra

India

ପିଲାଟି ଦିନରୁ ଲେଖା ଲେଖି କରିବା ମୋର ଗୋଟିଏ ସଉକି, ବହୁତ ଗୁଡିଏ କବିତା ଓ କ୍ଷୁଦ୍ର ଗଳ୍ପ ରଚନା କରିଥିଲେ ମଧ୍ୟ ସେଗୁଡିକ ଭିତରୁ କିଛି ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶିତ ହୋଇଥିଲା ଏବଂ ଅନେକ ଗୁଡିଏ ପଣ୍ଡୁଲିପି ଅବସ୍ଥାରେ ରହିଯାଇଥିଲା । ଦୀର୍ଘ 30 ବର୍ଷ ଦିଲ୍ଲୀ ରହଣି ସମୟରେ କାର୍ଯ୍ୟ ବ୍ୟସ୍ତତା ଭିତରେ ସାହିତ୍ୟ ଠାରୁ ଦୁରେଇ ଯାଇଥିଲି । ଅବସର ପରେ ଏବେ ପୁଣି କଲମ ଧରିଛି, କିଛି ନୁଆ ଲେଖୁଛି କିଛି ପୁରୁଣା ପାଣ୍ଡୁଲିପିକୁ ପୁନର୍ଲିଖନ କରୁଛି । ଏହି ବ୍ଲଗସାଇଟ୍ ମୋର ଲେଖା ଗୁଡିକୁ ଲୋକ ଲୋଚନକୁ ଆଣିବା ପାଇଁ ଏକ ପ୍ରୟାସ । ଆଶା କରୁଛି ପାଠକମାନଙ୍କ ପସନ୍ଦଯୋଗ୍ୟ ହେବ। ଯେଉଁ ପାଠକ ବନ୍ଧୁମାନେ ସେମାନଙ୍କର ସମୟ ଦେଇ ମୋର ଏହି ସାଇଟ୍ କୁ ଆସି ମୋର କବିତା ଏବଂ ଗଳ୍ପଗୁଡିକ ପଢୁଛନ୍ତି ଓ ମତାମତ ଦେଉଛନ୍ତି, ସେହି ସବୁ ସହୃଦୟ ପ୍ରିୟ ପାଠକ ମାନଙ୍କୁ ମୋର ବିନମ୍ର ଧନ୍ୟବାଦ ।

(From my school days it was my hobby to compose poems and write short stories. Some of my poems and stories were published in diffrent magazines and many of these articles are still laying unpublished. This is an attempt to bring my creations to the sight of my beloved readers. I hope my reader will like the poems and stories. Many of my foreign friends are requesting me to translate the poems in English and I honour their interest and trying to rewrite my poems and stories in English for my International friends soon) Thanks everybody visiting my site.